ରାଜଧାନୀରେ କାୟା ମେଲାଉଛି କରୋନା: ଦିନକରେ ଅର୍ଦ୍ଧ ଶତକ

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ସଂକ୍ରମଣ ଗତବର୍ଷ ନଭେମ୍ବର ମାସର ସ୍ଥିତି ଆଡ଼କୁ ମୁହାଁଇଲାଣି। ଗତ କିଛିଦିନ ହେବ ରାଜଧାନୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଆଜି ‌ଗୋଟିଏ ଦିନରେ ରାଜଧାନୀରେ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୪ମାସ ଭିତରେ ସର୍ବାଧିକ। ଗତବର୍ଷ ନଭେମ୍ବର ୧୮ତାରିଖରେ ରାଜଧାନୀରେ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରେ ହଠାତ୍ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା କରୋନା … Continue reading ରାଜଧାନୀରେ କାୟା ମେଲାଉଛି କରୋନା: ଦିନକରେ ଅର୍ଦ୍ଧ ଶତକ